୫ ବର୍ଷର ଏକ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର l

20
ADVERTISEMENT

ଅନୁଗୁଳ,୧୭/୩(ଡ଼ି.ଏଚ ବ୍ୟୁରୋ):- ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁରେ ନିଖୋଜ ଥିବା ୫ ବର୍ଷର ଏକ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର l ପୁଲିସ ତାଙ୍କ ଘର ପାଖ ମହୁଲ ବଣରୁ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିବାବେଳେ ଜଣକୁ ଅଟକ ରଖି ପଚରାଉଚରାଜାରି କରିଛି l ଏବଂ ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Advertisement