କଟକ,୧୪/୨(ଡ଼ି.ଏଚ୍ ବ୍ୟୁରୋ):-କଟକର ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣକ ଦଶମ ଶ୍ରେଣୀ ରେ ପଢୁଥିବାବେଳେ ତାଙ୍କ ଘର ଢେଙ୍କାନାଳ ଅଂଚଳର ବୋଲି ସୂଚନା । ଏବଂ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ କଟକ ଲାଲବାଗ ଥାନାରେ ଅଭିଯୋଗ କରିଛନ୍ତି।