ନୂଆଦିଲ୍ଲୀ,୧୧/୧(ଡି.ଏଚ୍.ବ୍ୟୁରୋ):-ଛତିଶଗଡ଼ର ସୁରଜପୁର ଜିଲାରେ ସାମ୍ବାଦିକଙ୍କ ମା’-ବାପା ଓ ଭାଇକୁ ହତ୍ୟା । ସମ୍ପତ୍ତି ବିବାଦରୁ ତାଙ୍କ ଦାଦା ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ମିଶି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଏବଂପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।