ନୂଆଦିଲ୍ଲୀ,୧୧/୧(ଡି.ଏଚ୍.ବ୍ୟୁରୋ):-ଆମ ଆଦମୀ ପାର୍ଟି ବିଧାୟକଙ୍କ ଆତ୍ମହତ୍ୟା। ପଞ୍ଜାବର ଲୁଧିଆନା (ପଶ୍ଚିମ) ବିଧାନସଭା ନିର୍ବାଚନମଣ୍ଡଳୀର ଆପ୍ ବିଧାୟକ ଗୁରପ୍ରୀତ ବାସୀ ଗୋଗୀ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛନ୍ତି ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।