ମାଲକାନଗିରି,୨୮/୧୨ (ଡି.ଏଚ ବ୍ୟୁରୋ):-ମାଲକାନଗିରିରୁ ଉଡ଼ିବ ବିମାନ। ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦରର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ଥିବାବେଳେ ଆସନ୍ତା ଜାନୁଆରୀରେ ଏହାର ଉଦଘାଟିତ ହେବ l ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ଅବତରଣ କରି ଏହାର ଉଦଘାଟନ କରିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ।