ନୂଆଦିଲ୍ଲୀ,୨୭/୧୧(ଡି.ଏଚ ବ୍ୟୁରୋ):-ଚୀନରେ ପିଲାଙ୍କ ଠାରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିମୋନିଆ ଭାଇରସ ଏଚ୯ଏନ୨ l ଏ ନେଇ ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସଚେତନ କରାଇବା ସହ ଶ୍ବାସପ୍ରଶ୍ବାସ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ବିରୋଧରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଛି।