ନକଲି ବିଏସ୍ଏନ୍ଏଲ୍ ଡିଜିଏମ୍ ଗିରଫ l

51
ADVERTISEMENT

ଭୁବନେଶ୍ୱର,୦୧/୮(ଡି.ଏଚ୍ ବ୍ୟୁରୋ):-ନକଲି ବିଏସ୍ଏନ୍ଏଲ୍ ଡିଜିଏମ୍ ଗିରଫ l ଏବଂ ନକଲି ନିଯୁକ୍ତିପତ୍ର, ନକଲି ଜଏନିଂ ଲେଟର, ଟେଲିକମ୍ ବିଭାଗର ନକଲି ପରିଚୟପତ୍ର , ନଗଦ ୧୩,୫୫୦ ଟଙ୍କା, ବିଭିନ୍ନ ବ୍ୟାଙ୍କ ଚେକ୍ ବୁକ୍, ଷ୍ଟାମ୍ପ, ଏଗ୍ରିମେଣ୍ଟ କପି ଏବଂ ଅନ୍ୟ କାଗଜପତ୍ର ଜବତ । ନକଲି ଡିଜିଏମ୍ ଜଣକ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡଙ୍ଗରପଡ଼ାର ନିତାଇଗୌର ବାରିକ ହୋଈଥିବାବେଳେ ନିଜକୁ ବିଏସ୍ଏନ୍ଏଲ୍ ଡିଜିଏମ୍ ଭାବେ ପରିଚୟ ଦେଇ ବେକାର ଯୁବକଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଇ ଠକୁଥିଲା।

Advertisement