ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କିଆକଟl ଥାନା ଏସଆଇ ନବୀନ କୁମାର ଶତପଥି ।

56
ADVERTISEMENT

ଭୁବନେଶ୍ୱର,୨୬/୭(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କିଆକଟl ଥାନା ଏସଆଇ ନବୀନ କୁମାର ଶତପଥି ।ସେ ଏକ ପାରିବାରିକ ମାମଲାକୁ ରଫାଦଫା କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Advertisement