ନୂଆଦିଲ୍ଲୀ,o୬/୭(ଡି.ଏଚ ବ୍ୟୁରୋ):-ମେକ୍ସିକୋର ଉହାକାରେ ଏକ ଯାତ୍ରୀବାହୀ ବସ୍ ଭାରସ୍ୟାମ ହରାଇ ଖାଇକୁ ଖସି ପଡ଼ିବା ଫଳରେ ୨୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ।