ଜିଲ୍ଲାବଲାଙ୍ଗୀର ବଲାଙ୍ଗିର ଜିଲ୍ଲାରେ ଦୋକାନ ବଜାର ଖୋଲିବାକୁ ନେଇ ଥିବା କଟକଣା କୋହଳ ହେଲା By Dunia Halchal - August 14, 2020 121 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୧୪/୮(ସୁନୀଲ ତ୍ରିପାଠୀ): ବଲାଙ୍ଗୀରରେ ଆଜିଠୁ ଅର୍ଥାତ ୧୪/୮/୨୦୨୦ ସକାଳ ୫ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଏବଂ ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଜାରି କରିଛନ୍ତି। Advertisement