ଡାକ୍ତର ପଦବୀ ପୂରଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।

113
ADVERTISEMENT

ବଲାଙ୍ଗୀର,୨୯/୭(ଦେବବ୍ରତ ଗୁରୁ) : କେ.ବି.କେ ଅଞ୍ଚଳର ଡାକ୍ତରଖାନା ମାନଙ୍କରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ନଗର କଂଗ୍ରେସ ତରଫରୁ ଡକାଯାଇଥିବା ବିକ୍ଷୋଭ ପ୍ରଦର୍ଶନରେ ମାନ୍ୟବର ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି ଦିଲୀପ ବେହେରାଙ୍କ ସହ ଯୋଗଦେଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।

Advertisement