ଜିଲ୍ଲାବଲାଙ୍ଗୀର ଗୋକୁଳଧାମ ନିକଟରେ ସଡକ ଦୁର୍ଘଟଣା By Dunia Halchal - July 28, 2020 195 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗିର,୨୮/୭,(ସୁନୀଲ ତ୍ରିପାଠୀ) : ସକାଳୁ ବଲାଙ୍ଗିର-ସମ୍ବଲପୁର ରୋଡ଼ର ଗୋକୁଳଧାମ ନିକଟରେ ଏକ ଟାଟା ଏସି ଓ କାର ସମ୍ନା ସାମ୍ନି ଧକ୍କା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁଇ ଗାଡ଼ିର ସମ୍ନା ପାର୍ଶ୍ୱ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର କିମ୍ବା କେହି ଗୁରୁତର ଆହତ ହୋଇନାହାନ୍ତି। Advertisement