କର୍ମ କ୍ଷେତ୍ରକୁ ଯାତ୍ରା ଅଭିଯାନରେ ପୁଣି ପ୍ରବାସୀ ଓଡ଼ିଆ

152
ADVERTISEMENT

ବଲାଙ୍ଗୀର,୨୬/୭(ସୁନୀଲ ତ୍ରିପାଠୀ): କାରଖାନା ବନ୍ଦ ହେଲା, ଶ୍ରମିକ ଫେରିଆସିଥିଲେ ନିଜ ନିଜ ଭିଟାମାଟିକୁ l କିଛିଦିନ ରହି ରୋଜଗାରର ଉପାୟ ନପାଇ ପୁଣି ଆରମ୍ଭ କରିଛନ୍ତି କର୍ମକ୍ଷେତ୍ର ବାହୁଡା଼ ଯାତ୍ରା l ଦଲାଲ ପୁଣି ସକ୍ରିୟ ହେଲେଣି, ଟ୍ରେନ ସୁବିଧା ନଥିବାରୁ ତାମିଲନାଡୁର ବସ ଗୁଡାକ ନେବାକୁ ଆସିଲେଣି ବଲାଙ୍ଗୀର ଜିଲ୍ଲାକୁ l ଶ୍ରମିକ ବିଭାଗ ଚୁପ, ପ୍ରଶାସନ ଚୁପ l

Advertisement