ସ୍ବର୍ଗତା ଗୁଲାପି ରାଣୀ ସ୍ବାଇଁ ଓ ସ୍ନେହସାହୁଙ୍କୁ ଶ୍ରଦ୍ଧାଞ୍ଜଳି

138
ADVERTISEMENT

ବଲାଙ୍ଗୀର,୨୧/୦୭(ସୁନୀଲ ତ୍ରିପାଠୀ): ଆଜି ପୁର୍ବତନ ବଲାଙ୍ଗିର ଲୋକସଭା ସାସଂଦ କଳିକେଶ ନାରାୟଣ ସିଂହଦେଓ ଓ୍ବାର୍ଡ ନମ୍ବର ୧୩ର କଂସାରିପଡାର ସ୍ବର୍ଗତା ଗୁଲାପି ରାଣୀ ସ୍ବାଇଁ ଓ ସ୍ନେହ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରି ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ । ସ୍ବର୍ଗତା ଗୁଲାପି ରାଣୀ ସ୍ବାଇଁ ଓ ସ୍ନେହ ସାହୁ ଦଳ ପ୍ରତି ନିଷ୍ଠାପର କାର୍ଯ୍ୟକଳାପକୁ ପ୍ରଶଂସା କରି ତାଙ୍କର ମୁର୍ତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିଲେ ।

Advertisement