ବଲାଙ୍ଗିର,୨୧/୦୭(ଦେବବ୍ରତ ଗୁରୁ) : ବଲାଙ୍ଗୀରର ପ୍ରସିଦ୍ଧ କଳାକାର ତଥା ମଞ୍ଚ ନିର୍ଦେଶକ ଶ୍ରୀ ସୁରେଶ ସାହୁଙ୍କ ଆଜି ହଠାତ ନିଧନ ହେବା ନେଇ ସାରା ବଲାଙ୍ଗୀର ସ୍ତବ୍ଧ ହୋଇଯାଇଛି l ଗତକାଲି ପ୍ରଖ୍ୟାତ ବିଜୟ ମହାନ୍ତିଙ୍କ ମୃତ୍ୟକୁ 24 ଘଣ୍ଟା ନ ପୂରୁଣୁ ଆଜି ପୁଣି ଏହି ଦୁଃସମ୍ବାଦ କଳାପ୍ରେମୀ ତଥା ଜନତାଙ୍କୁ ଗଭୀର ଆଘାତ ଦେଇଛି l
ଶ୍ରୀ ସୁରେଶ ସାହୁ ବଲାଙ୍ଗୀର ର ଏକ ବଡ଼ ପ୍ରଶଂସକ ଥିଲେ। ତାଙ୍କ ମୃତ୍ୟୁରେ ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ ।