ଦୁର୍ଘଟଣାରେ ଯୁବକର ମୃତ୍ୟୁ

116
ADVERTISEMENT

ବଲାଙ୍ଗୀର,୧୬/୭,(ସୁନୀଲ ତ୍ରିପାଠୀ ) : ଆଜି ଅପରାହ୍ନ ସମୟରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ସଡକ ଦୁର୍ଘଟଣାରେ ଲବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ସଡକ ଦୁର୍ଘଟଣାରେ ତାଙ୍କର ମୁର୍ତ୍ୟୁ ହୋଇ ଥିଲା lବିଙ୍ଗ ହୁମାନର ସୋମନାଥ ମିଶ୍ର ଏବଂ ଅନ୍ୟ କିଛି ସଦସ୍ୟ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Advertisement