ବାଲାଜୀ ବେକେରୀ ଓ କେ.କେ ମୋବାଇଲ ରିପେୟାରିଙ୍ଗ ଦୋକାନ ସିଲ

330
ADVERTISEMENT

ବଲାଙ୍ଗୀର,୧୧/୦୭ (ଦେବବ୍ରତ ଗୁରୁ): ସମଲେଇ ମନ୍ଦିର ଛକ ଅପସରା ଜୋନ ପାଖରେ ଥିବା ବାଲାଜୀ ବେକେରିକୁ ସାମାଜିକ ଦୂରତାକୁ ଅଣଦେଖା କରୁଥିବାରୁ ବା ସାମାଜିକ ଦୂରତା ନିୟମ ନାମାନିବାରୁ ଆଜି ସିଲ କରି ୫୦୦୦ଟଙ୍କା ଫାଇନ ଦିଆଯାଇଛି l ସେହିପରି କେ.କେ ମୋବାଇଲ ରିପେୟାରିଙ୍ଗ ଦୋକାନ କୁ ସିଲ କରିବା ସହିତ ୧୦୦୦ ଟଙ୍କା ଫାଇନ ପକାଯାଇଛି l ସିଲ କଲା ସମୟରେ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ l

Advertisement