କଟକ,୧୬/୩(ଗୁରୁପ୍ରସାଦ) : ଭଲ ପାଇଁ ବାହା ହୋଇ ପ୍ରତାରଣା କଲେ ସ୍ୱାମୀ ଆଉ ତାଙ୍କର ପ୍ରଥମ ପତ୍ନୀ । ନିରାଶ୍ରୟ ଝିଅକୁ ଭଲ ପାଇଁ ବାଙ୍କୀ କାଳି ମନ୍ଦିରରେ ବାହା ହୋଇ ତାଙ୍କୁ ପ୍ରତାରଣା କଲେ ସ୍ୱାମୀ ଆଉ ତାଙ୍କ ଘର ଲୋକ । ଆଠଗଡରୁ ଉଦ୍ଧାର କଲେ ଅଶ୍ୱସ୍ତି ଫାଉଣ୍ଡେସନର ସମ୍ପାଦିକା ବିଜୟଲଷ୍ମୀ ମହାପାତ୍ର ଓ ସଭାପତି ସୁଦର୍ଶନ ପତି ।