ସମ୍ବଲପୁର,୨୫ା୨(ବ୍ୟୁରୋ ): ରାଜ୍ୟର ଅନ୍ୟତମ ବରିଷ୍ଟ ସାମ୍ବାଦିକ ତଥା ସମ୍ବଲପୁରର ୁ ପ୍ରକାଶିତ ଦୈନିକ “କୋଶଳ’ ର ସମ୍ପାଦକ ତ୍ରିବିକ୍ରମ ତ୍ରିପାଠୀଙ୍କର ଗତ ଶନିବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ତି୍ରବିକ୍ରମ ଛାତ୍ର ଜୀବନରୁ ଗଣତନ୍ତ୍ର ପରିଷଦରୁ ରାଜନୀତି ପ୍ରବେଶ କଲାପରେ ତତ୍ କାଳୀନ ସ୍ୱତନ୍ତ୍ର ପାର୍ଟିର ଜାତୀୟ ସମ୍ପାଦକ ଦାୟିତ୍ୱ ବହନ କରିଥିଲେ । ସମ୍ବାଦିକ ଜୀବନରେ ସେ ନିରପ୍ରେକ୍ଷତାକୁ ଗୁରୁତ୍ୱ ଦେଉଥିଲେ ।