ବିଜେଡି ଓ ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

255
ADVERTISEMENT

ନିଶ୍ଚିନ୍ତକୋଇଲି, ପାଣିକୋଇଲି,(ଦୁନିଆ ହାଲ୍ ଚାଲ୍): ମାହାଙ୍ଗା ନିବାର୍ଚନମଣ୍ତଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ବିଜେଡି ଓ ବିଜେପି ଦଳର ବାଇକ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହେବା ଯୋଗୁଁ ଉତ୍ତେଜନାଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ‌ସେହିଭଳି, ଯାଜପୁରର ସୁକିନ୍ଦାଠାରେ ପ୍ରାକ୍‌-ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି।

Advertisement