ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ବଡ଼ଧରଣର ହିଂସାକାଣ୍ଡ

246
ADVERTISEMENT

ମାଲକାନଗିରି,(ଦୁନିଆ ହାଲ୍ ଚାଲ୍): ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ଠିକ୍ ସପ୍ତାହକ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ନକ୍ସଲ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ଆମ୍ବୁସ୍ ଲଗାଇ ଅତର୍କିତ ଭାବେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣ ସହିଦ ହୋଇଥିବାବେଳେ ବହୁ ଯବାନ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ ଏବଂ ୩ ଜଣ କନେଷ୍ଟବଳ ଥିବା ଡିଆଇଜି ପି. ସୁନ୍ଦରରାଜ ଗଣମାଧ୍ୟମକୁ କହିଛନ୍ତି।

Advertisement