ବୃଦ୍ଧ,ବୃଦ୍ଧା ମାନଙ୍କୁ ଶୀତ କାଳରେ କମ୍ବଳ ବଣ୍ଟନ l

6
ADVERTISEMENT

ବ୍ରହ୍ମପୁର,୦୮/୧୨(ଡ଼ି.ଏଚ ବ୍ୟୁରୋ):- ରଙ୍ଗେଇଲୁଣ୍ଡl ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଅଫିସ୍ ରେ BHARAT BIKASH RURAL DEVELOPMENT ASSOCIATION TRUST ତରଫରୁ ଏକ ସଭାରେ ଗରିବ, ନିସହାୟ ଓ ବିକଳାଙ୍ଗ ,ଅତି ବୃଦ୍ଧ ,ବୃଦ୍ଧା ମାନଙ୍କୁ ଶୀତ କାଳ ରେ କମ୍ବଳ ବଣ୍ଟନ କରାଯାଇଛି l ଏହି ସଭା ଉତ୍ସବ ରେ ପଦମପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ସମିତି ସଭ୍ୟ ଶ୍ରୀମତୀ ପୁଷ୍ପାରାଣୀ ସାମନ୍ତ, ରଙ୍ଗେଇଲୁଣ୍ଡl କୃଷି ବିଭାଗ ର AAO ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି, ପଦ୍ମ ପୁର ଗ୍ରାମ ମୁଖିଆ ଶ୍ରୀଯୁକ୍ତ ରାଧାମୋହନ ନାୟକ,B ଧର୍ମl ପାତ୍ର, ଓ BBRDA Trust ଅଧକ୍ଷା ଶ୍ରୀମତୀ ପ୍ରତିମା ବେହେରା ଉପସ୍ଥିତ ରହି ସଭା ଉତ୍ସବକୁ ସଫଲ୍ୟ ମଣ୍ଡିତ କରିଥିଲେ ବ୍ଲକ AAO ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି ସମସ୍ତ ଗ୍ରାମବାସୀ ଓ କୃଷକ ମାନଙ୍କୁ କୃଷି ସମ୍ବନ୍ଧୀୟ ଅନେକ ତଥ୍ଯ ପ୍ରଦାନ କରିଥିଲେ ଶେଷରେ ସମସ୍ତ ଗ୍ରାମବାସୀ ମାନଙ୍କ ମଙ୍ଗଳ କାମନା କରାଯାଇ ସଭା ସମାପ୍ତ କରାଯାଇ ଥିଲା I

Advertisement