କଟକ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

8
ADVERTISEMENT

କଟକ,୧୧।୦୫ (ଡ଼ି.ଏଚ ବ୍ୟୁରୋ):- କଟକ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ । ସେମାନେ ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ପ୍ରବର୍ତ୍ତାଇବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଗିରଫ ଚାରି ଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି, କ୍ରୀଷ୍ଣା ବାହାଦୂର, ସୁଶାନ୍ତ ବାରିକ୍ ଓ ରାମ ନାଏକ ।

Advertisement