ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି।

4
ADVERTISEMENT

ନୂଆଦିଲ୍ଲୀ,୦୯।୦୫ (ଡ଼ି.ଏଚ ବ୍ୟୁରୋ):- ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଏବଂ ସମସ୍ତ ସହରର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଇଣ୍ଡିଆ ଗେଟରୁ ସମସ୍ତଙ୍କୁ ହଟାଇବା ସହ ସେଠାରେ ଯାତାୟାତ ନିୟନ୍ତ୍ରଣ କରାଯାଇଛି। ଏବଂ କଙ୍କୁ ଅଞ୍ଚଳ ଖାଲି କରିବାକୁ ପୁଲିସ ଦ୍ୱାରା ସୂଚୀତ କରାଯାଇଛି।

Advertisement