ଉତ୍ତରାଖଣ୍ଡର ଉତ୍ତରକାଶୀ ଗଙ୍ଗୋତ୍ରୀରେ ହେଲିକପ୍ଟର ଦୁର୍ଘଟଣା ।

8
ADVERTISEMENT

ନୂଆଦିଲ୍ଲୀ,୦୮।୦୫ (ଡ଼ି.ଏଚ ବ୍ୟୁରୋ):- ଉତ୍ତରାଖଣ୍ଡର ଉତ୍ତରକାଶୀ ଗଙ୍ଗୋତ୍ରୀରେ ହେଲିକପ୍ଟର ଦୁର୍ଘଟଣା । ଏଥିରେ ପାଇଲଟଙ୍କ ସମେତ ୬ ଜଣଙ୍କa ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ମୋଟ ୭ ଜଣ ହେଲିକପ୍ଟରଟିରେ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଯାତ୍ରୀ ଆନ୍ଧ୍ରପ୍ରଦେଶ ଓ ୪ ଜଣ ମହାରାଷ୍ଟ୍ରର ବାସିନ୍ଦା ଥିଲେ ।ଏବଂ ଗଙ୍ଗୋତ୍ରୀ ଧାମ ଦର୍ଶନ ପାଇଁ ଯାଉଥିଲେ।

Advertisement