ବ୍ରହ୍ମପୁର ପୋଲିସ ଏକ ଚୋର ଗ୍ୟାଙ୍ଗର ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l

21
ADVERTISEMENT

ବ୍ରହ୍ମପୁର ,୦୭।୦୫ (ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ବଡ଼ ବଜାର ସ୍ଥିତ ଶ୍ରଦ୍ଧା ଜୁଏଲ ସୁନା ଦୋକାନରେ ଚୋରି ଉଦ୍ମ କରିବା ଅଭିଯୋଗରେ ଏକ ଚୋର ଗ୍ୟାଙ୍ଗର ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ପୋଲିସ ସୂଚନା ଅନୁଯାୟୀ ସମସ୍ତ ରାଜସ୍ତାନ ଓ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଏମାନେ ସବୁ ବ୍ରହ୍ମପୁରରେ ରହି ଦିନରେ ବେଲୁନ, ପୁରୁଣା ଘଣ୍ଟା ମୋବାଇଲ ଓ ବ୍ୟାଟେରୀ ଆଦି ମରାମତି ଆଳରେ ବଡ଼ ବଡ଼ ଦୋକାନ ଗୁଡିକୁ ଲକ୍ଷ କରି ରାତିରେ ଚୋରି କରିଥାନ୍ତି ।

Advertisement