ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି ।

8
ADVERTISEMENT

ନୂଆଦିଲ୍ଲୀ.୦୭।୦୫ (ଡ଼ି.ଏଚ ବ୍ୟୁରୋ):- ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି । ପାକ୍ ଅଧିକୃତ କାଶ୍ମୀରରେ ଲଢୁଆ ବିମାନ ଓ ମିସାଇଲ ମାଡ କରି ଆତଙ୍କୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା । ଫଳରେ ଆଜି ଭାରତର ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ, ରାଜକୋଟ ଏହି ୯ଟି ବିମାନବନ୍ଦରରେ ବିମାନ ଉଡାଣ ବନ୍ଦ କରାଯାଇଛି ।

Advertisement