ରାୟଗଡା-କଳାହାଣ୍ଡି ସୀମାନ୍ତ ଜଗଦଳପୁର ଅଞ୍ଚଳରୁ ୩ଟି ଟିଫିନ୍ ବୋମା ଓ ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କରିଛି ଜିଲା ପୁଲିସ।

27
ADVERTISEMENT

ରାୟଗଡା,୦୬।୦୫(ଡ଼ି.ଏଚ ବ୍ୟୁରୋ):- ରାୟଗଡା-କଳାହାଣ୍ଡି ସୀମାନ୍ତ ଜଗଦଳପୁର ଅଞ୍ଚଳରୁ ୩ଟି ଟିଫିନ୍ ବୋମା ଓ ଗୋଟିଏ ପ୍ରେସର ବୋମା ଉଦ୍ଧାର କରି ନିଷ୍କ୍ରିୟ କରିଛି ଜିଲା ପୁଲିସ ଓ ସିଆରପିଏଫର ବୋମା ଉଦ୍ଧାରକାରୀ ଦଳ। ଏବଂ ସୀମାନ୍ତରୁ ୪ଟି ବୋମା ମିଳିବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Advertisement