ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ ।

22
ADVERTISEMENT

ବାଲେଶ୍ୱର,୦୬।୦୫(ଡ଼ି.ଏଚ ବ୍ୟୁରୋ):- ବାଲେଶ୍ୱର ଜିଲ୍ଲା ନୁଣିଆଯୋଡ଼ି ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି ।

Advertisement