ରାଜ୍ୟରେ ଆସନ୍ତା ୫ ତାରିଖ ଯାଏ ବର୍ଷା ହେବlର ସମ୍ଭାବନା ରହିଛି ।

29
ADVERTISEMENT

ଭୁବନେଶ୍ୱର,୩୦/୪(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ବର୍ଷା ହେବlର ସମ୍ଭାବନା ରହିଛି । ଫଳରେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି ।

Advertisement