OSRTC ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ ।

30
ADVERTISEMENT

ବୌଦ୍ଧ,୨୯/୪(ଡ଼ି.ଏଚ ବ୍ୟୁରୋ):-OSRTC ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ । ବୌଦ୍ଧ ସହରର ମେଡିକାଲ ଛକରେ ପୋଲିସର ଚଢ଼ାଉ ବେଳେ OSRTC ବସ୍ରୁ ଗଞ୍ଜେଇ ଜବତ । ପୋଲିସ ବସ୍ ଷ୍ଟାଫ୍ ସମେତ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଜାରି କରିଥିବାବେଳେ ବସଟି ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା ସୂଚନା ।

Advertisement