ନରସିଂହପୁର ,୦୬/୪(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳରେ ସାମାନ୍ୟ ବଚସା କୁ ନେଇ ଶ୍ୱଶୁର ଘର ଉପରକୁ ବୋମା ଫିଙ୍ଗିଲା ଜ୍ୱାଇଁ । ଯେଉଁଥିରେ ଘରର କବାଟ, ଝରକା, କାଚ ସହ ଅନେକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରୁଛି ।