ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ।

20
ADVERTISEMENT

ଜଟଣୀ,୨୬/୩(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ବର ଜାଗମରାସ୍ଥିତ ଫ୍ଲାଟ୍, ଖାରବେଳନଗରସ୍ଥିତ ଫ୍ଲାଟ୍, ଜଟଣୀ ପୌରପାଳିକା କାର୍ଯ୍ୟାଳୟ, ଗଞ୍ଜାମସ୍ଥିତ ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ତାଙ୍କ ନିକଟରୁ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଛି।

Advertisement