ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ।

10
ADVERTISEMENT

ଭୁବନେଶ୍ୱର,୧୩/୨(ଡ଼ି.ଏଚ ବ୍ୟୁରୋ):- ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । ବୌଦ୍ଧ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବାବେଳେ ବଲାଙ୍ଗୀରରେ ୩୯.୯, ଟିଟିଲାଗଡ଼ରେ ୩୯.୫, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୩୯.୪, ସମ୍ବଲପୁରରେ ୩୯.୩, o ବାରିପଦାରେ ୩୯ ଡିଗ୍ରୀ ରହିଛି। ଫଳରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବl ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ ହୋଇଛି ।

Advertisement