ଆଜି ମାର୍ଚ୍ଚ ମାସ ୮ ତାରିଖ ବିଶ୍ବ ମହିଳା ଦିବସ ।

22
ADVERTISEMENT

ଭୁବନେଶ୍ବର,୦୮/୩(ଡ଼ି.ଏଚ ବ୍ୟୁରୋ):- ଆଜି ମାର୍ଚ୍ଚ ମାସ ୮ ତାରିଖ ବିଶ୍ବ ମହିଳା ଦିବସ । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ମହିଳା ଦିବସର ମୂଳ ଲକ୍ଷ୍ୟ । ଏଥିସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ ।

Advertisement