ଖଲିକୋଟ ଥାନା ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ହତ୍ୟା ।

29
ADVERTISEMENT

ଖଲିକୋଟ,୦୫/୩(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଖଲିକୋଟ ଥାନା ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ହତ୍ୟା । ସ୍ଥାନୀୟ ହରିପୁର ଗାଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ରବି ଦାସଙ୍କ ମୃତଦେହ ପଡ଼ିରହି ଥିବାବେଳେ ସେ ଗତ ୩ ମାସ ତଳେ ଜେଲରୁ ଫେରିଥିଲେ । ଏବଂ ପୂର୍ବ ଶତ୍ରୁତାକୁ ନେଇତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ଖବର ପାଇ ଖଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement