ମହିଳା କଂଗ୍ରେସ କର୍ମୀ ହିମାନି ନରୱାଲ ଙ୍କୁ ହତ୍ୟା ।

13
ADVERTISEMENT

ହରିୟାଣା,o୩/୩(ଡ଼ି.ଏଚ ବ୍ୟୁରୋ):-ହରିୟାଣାର ରୋହତକ ଜିଲାରେ ମହିଳା କଂଗ୍ରେସ କର୍ମୀ ହିମାନି ନରୱାଲ ଙ୍କୁ ହତ୍ୟା । ଏବଂ ତାଙ୍କ ମୃତଦେହ ବସଷ୍ଟାଣ୍ଡ ନିକଟରେ ପଡିଥିବା ଏକ ସୁଟକେଶ ମଧ୍ୟରୁ ଉଦ୍ଧାର ହୋଇଥିବାବେଳେ ସାମ୍ପଲା ଥାନା ପୁଲିସ ମୃତଦେହ ଜବତ କରିବା ସହି ତଦନ୍ତ ଚଳାଇଥିବା ସୂଚନା ।

Advertisement