ହଳଦିଆ ପଦର ଓଭରବ୍ରିଜ ଉପରେ ଜଣେ ମହିଳାଙ୍କ ବେକରୁ ସୁନା ହାର ଓ ମଙ୍ଗଳସୂତ୍ର ଲୁଟି ନେଲେ ଦୃବୁତ୍ତ l

35
ADVERTISEMENT

ବ୍ରହ୍ମପୁର,୧୬/୨(ଡ଼ି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ହଳଦିଆ ପଦର ଓଭରବ୍ରିଜ ଉପରେ ଜଣେ ମହିଳାଙ୍କ ବେକରୁ ସୁନା ହାର ଓ ମଙ୍ଗଳସୂତ୍ର ଲୁଟି ନେଲେ ଦୃବୁତ୍ତ l ଉକ୍ତ ମହିଳା ଜଣକ ସୁବାଣୀ ଗ୍ରାମର କେ ସଙ୍ଗୀତା ପାତ୍ର ହୋଇଥିବାବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଗାଡ଼ିରେ ବ୍ରହ୍ମପୁର ବଡବଜାର ଅଞ୍ଚଳରୁ ମାର୍କେଟିଂ କରି ଘରକୁ ଫେରୁଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisement