ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ ପାର୍ଥସାରଥୀ ବିଶୋୟୀ।

25
ADVERTISEMENT

କୋରାପୁଟ,୧୨/୨(ଡ଼ି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ ପାର୍ଥସାରଥୀ ବିଶୋୟୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ବିଶୋୟୀଙ୍କ ବାସଭବନ ସମେତ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ଓ ୭ଟି ସ୍ଥାନରେ ଚଢ଼ାଉ ଜାରି କରିଛି ।

Advertisement