ବ୍ରହ୍ମପୁର,ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ ବେଳେ ତିନି ଗିରଫ l

30
ADVERTISEMENT

ବ୍ରହ୍ମପୁର,୧୨/୨(ଡ଼ି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ବିଲୁ ଢ଼ାବା ସମ୍ମୁଖରେ ଟ୍ରକକୁ ଅଟକାଇ ଡକାୟତି ଉଦ୍ୟମ ବେଳେ ତିନି ଗିରଫ l ସେମାନେ ସ୍ଥାନୀୟ ଲୋକଙ୍କ ହାତରେ ଧରl ପଡିଥିବାବେଳେ ଗୋପାଳପୁର ପୁଲିସକୁ ଜିମା ଦିଆଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଗୋଷାଣୀ ନୂଆଗାଁ ବୃନ୍ଦାବନ ସାହିର ରାଜେଶ ମହାପାତ୍ର,ବନ୍ଧ ସାହିର ଦିପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢ଼ୀ । ଏବଂ ସେମାନଙ୍କ ନିକଟରୁ ୫ ଶହ ଟଙ୍କା, ଗୋଟିଏ ଛୁରୀ ସମେତ ୩ ଟି ମୋବାଇଲ ଫୋନ ଜବତ ହୋଇଛି ।

Advertisement