ଭୁବନେଶ୍ଵର,୧୧/୨(ଡ଼ି.ଏଚ୍ ବ୍ୟୁରୋ):-ଭୁବନେଶ୍ଵର ବଡଗଡ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ବାଇକରେ ଥିବା ୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବଡଗଡ ପୁଲିସ୍ କାର୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏବଂ ଉକ୍ତ କାର୍ ଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା।