ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ବାଲି ବୋଝେଇ ହାଇଓ୍ବା।

25
ADVERTISEMENT

ସମ୍ବଲପୁର,୨୦/୨(ଡ଼ି.ଏଚ୍ ବ୍ୟୁରୋ):-ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନିକଟରେ ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଅଧା ଝୁଲି ରହିଛି ବାଲି ବୋଝେଇ ହାଇଓ୍ବା। ତେବେ କ୍ୟାବିନରେ ଡ୍ରାଇଭର ଜଣକ ଚାପିହୋଇ ରହି ଥିବାବେଳେ ରେଢାଖୋଲ ପୁଲିସ୍ ଏବଂ ଅଗ୍ନିଶମବାହିନୀ ର ଉଦ୍ଧାର କାର୍ଯ୍ୟ ଜାରି । ଏବଂ ଉକ୍ତ ହାଇୱାଟି ବୌଦ୍ଧ ମହାନଦୀରୁ ବାଲି ଧରି ରେଢାଖୋଲ ଆସୁଥିଲା ।

Advertisement