ଆଞ୍ଚଳିକସମ୍ବଲପୁର ନବ ବର ବଧୂଙ୍କ ଗାଡିକୁ ପିଟିଲା ଟ୍ରକ । By Dunia Halchal - February 7, 2025 33 Share FacebookTwitterPinterestWhatsApp ADVERTISEMENT ସମ୍ୱଲପୁର,୦୭/୨(ଡ଼ି.ଏଚ ବ୍ୟୁରୋ):-ସମ୍ୱଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ କୁଲୁଣ୍ଡି ନିକଟରେ ନବ ବର ବଧୂଙ୍କ ଗାଡିକୁ ପିଟିଲା ଟ୍ରକ । ଫଳରେ ନବ ବର ବଧୂ ସହ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇ ସମ୍ବଲପୁର ଡାକ୍ତରଖାନାରେ ଭର୍ତି ଥିବାବେଳେ ସମସ୍ତ ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ । Advertisement