ହଳଦିଆପଦରରେ ଶ୍ଵଶୁର ଘରେ ଜ୍ବାଇଁ ପୁଅର ସନ୍ଦେହଜନକ ମୃତ୍ୟୁ ।

30
ADVERTISEMENT

ବ୍ରହ୍ମପୁର,୦୬/୨(ଡ଼ି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦରରେ ଶ୍ଵଶୁର ଘରେ ଜ୍ବାଇଁ ପୁଅର ସନ୍ଦେହଜନକ ମୃତ୍ୟୁ । ମୃତକ ବେନ୍ଧାଳିଆ ଗ୍ରାମର ଦିଲ୍ଲିପ କୁମାର ଦାସ ହୋଇଥିବାବେଳେ ଦିଲ୍ଲିପଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏବଂ ତାଙ୍କ ବାପା ରାଜେନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତକଙ୍କ ଶଳା ଓ ତାଙ୍କ ଦୁଇ ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Advertisement