କୋଇଲା ଖଣି ଭିତରୁ ୪ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

4
ADVERTISEMENT

ନୂଆଦିଲ୍ଲୀ,୧୨/୧(ଡି.ଏଚ୍.ବ୍ୟୁରୋ):-ଆସାମର ଦିମା ହାସାଓ ଜିଲା ଅନ୍ତର୍ଗତ ଉମରାଙ୍ଗ୍ ସ ଅଞ୍ଚଳରେ ଥିବା ଏକ ବେଆଇନ କୋଇଲା ଖଣିରେ ପାଣି ପ୍ରବେଶ କରି ୯ ଜଣ ଶ୍ରମିକଙ୍କ ଫସିବା ଘଟଣାରେ ଖଣି ଭିତରୁ ୪ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ୫ ଜଣ ଖଣି ଶ୍ରମିକଙ୍କ ଉଦ୍ଧାର ପାଇଁ ନୌସେନା, ସେନା, ଏନଡିଆରଏଫ, ଏସଡିଆରଏଫ, ଓଏନଜିସି ଓ କୋଲ ଇଣ୍ଡିଆ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Advertisement