ଟ୍ରକ୍‌ ର ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ୍।

5
ADVERTISEMENT

ବୌଦ୍ଧ,୦୯/୧(ଡି.ଏଚ୍.ବ୍ୟୁରୋ):-ବୌଦ୍ଧ ଜିଲ୍ଲା  ୫୭ନ ଜାତୀୟ ରାଜପଥ ମନମୁଣ୍ଡା ଗାନ୍ଧୀ ଛକରେ ଟ୍ରକ୍‌ ର ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ୍। ଏଥିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ଥିବାବେଳେ ୧୦ରୁ ଉର୍ଦ୍ଧ୍ବ ମୁଦାଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏବଂ ଉକ୍ତ କୋର୍ଟ ଭ୍ୟାନ୍ ଟି କଣ୍ଟାମାଳ କୋର୍ଟକୁ  ଯାଉଥିଲା । ଘଟଣାସ୍ଥଳରେ ମନମୁଣ୍ଡା ଥାନା ପୋଲିସ ର ତଦନ୍ତ ଜାରି  ।

Advertisement