ସହିଦ ୮ ଯବାନ ଓ ମୃତ ଚାଳକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ଶ୍ରଦ୍ଧାଞ୍ଜଳି ।

5
ADVERTISEMENT

ମାଲକାନଗିରି,୦୮/୧(ଡି.ଏଚ୍.ବ୍ୟୁରୋ):-ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଦାନ୍ତେୱାଡ଼ା ଜିଲା ମଧ୍ୟରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ୮ ଯବାନ ଓ ମୃତ ଚାଳକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବି ଶର୍ମା, ମନ୍ତ୍ରୀ କେଦାର କାଶ୍ୟପ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇ ସହିଦଙ୍କ ପରିବାରକୁ ଭେଟି ସମବେଦନା ଜଣାଯାଇଛି।

Advertisement