ନବରଙ୍ଗପୁର,୦୮/୧(ଡି.ଏଚ୍.ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବରୱାଡ଼ା ଗାଁରେ ପରକୀୟା ପ୍ରେମ ସନ୍ଦେହରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ l ଏଥିରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ ଯୁବକ ମଇଦଲପୁର ଥାନା କେନ୍ଦୁଗୁଡ଼ା ଗ୍ରାମର ଉମାକାନ୍ତ ହରିଜନ। ଏବଂ ଏହି ଘଟଣାରେ କୋଡ଼ିଙ୍ଗା ଥାନା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।