ଦେବଗଡ଼,୦୬/୧(ଡି.ଏଚ୍.ବ୍ୟୁରୋ):-ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳର ଏକ ଢାବାରେ କଲରାପତରିଆ ବାଘ ଛାଲ ଡିଲ୍ ବେଳେ ବନ ବିଭାଗ ର ଚଢ଼ଉ । ଚଢ଼ଉ ବେଳେ ଏଥିରେ ସଂପୃକ୍ତ ୭ଜଣ ଗିରଫ ହେବା ସହ ସେମାନଙ୍କ ନିକଟରୁ ବାଘଛାଲ, ୨ଟି ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। ଏବଂ ଏହି କାରବାରରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ବେଳେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି।