ଛତିଆ,୦୫/୧(ଡି.ଏଚ୍.ବ୍ୟୁରୋ):-ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ଚଳନ୍ତା ବସରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗାଡିରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାବେଳେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା । ଏବଂ ବସ୍ର ବ୍ୟାଟେରୀରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।